ଅନ୍ତରାଷ୍ଟ୍ରୀୟ ଆସନ୍ତା ଫେବୃୟାରୀରେ ହେବ ଏସିଆର ସର୍ବବୃହତ ଏରୋ ଶୋ, ଟିକେଟ ବୁକିଂ ପାଇଁ ଖୋଲିଲା ୱେବସାଇଟ ନୂଆଦିଲ୍ଲୀ, ଏରୋ ଇଣ୍ଡିଆ ୨୧ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୨୦୨୧ ଫେବୃଆରୀ ୩ରୁ ୭ ମଧ୍ୟରେ କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟସ୍ଥ ଏଲାହାଙ୍କାଠାରେ ଅନୁଷ୍ଠିତ ହେବ। ରକ୍ଷାମନ୍ତ୍ରୀ ରାଜନାଥ…