ଆଜିର ଖବର ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ ନୂଆଦିଲ୍ଲୀ: ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରଣ୍ଡ ରେଖା ପାର କରି ଖୋସ୍ତ ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ଘାଟି ଉପରେ ଆଫଗାନିସ୍ତାନ ସେନା ଏକ ବଡ଼ ଆକ୍ରମଣ…