ଆଜିର ଖବର ଅଗ୍ନିବୀର୍ ନିଯୁକ୍ତି ପାଇଁ ଆରମ୍ଭ ହେଲା ପଞ୍ଜୀକରଣ ପ୍ରକ୍ରିୟା, ଜାଣନ୍ତୁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ? ନୂଆଦିଲ୍ଲୀ: ଅଗ୍ନିବୀର୍ ନିଯୁକ୍ତିକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ଚଳିତ ବର୍ଷର ସର୍ବୋତ୍ତମ ଖବର ଆସିଛି। 2025 ବର୍ଷ ପାଇଁ ଭାରତୀୟ ସେନାରେ ଅଗ୍ନିବୀର୍ ନିଯୁକ୍ତି ପାଇଁ…