ଜାତୀୟ ଖବର ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ ନୂଆଦିଲ୍ଲୀ: ଦେଶକୁ ସୁରକ୍ଷା ଦେବା ପାଇଁ ଚାରି ବର୍ଷ ଧରି ପରିଶ୍ରମ କରିଥିବା ହଜାର ହଜାର ଅଗ୍ନିବୀରଙ୍କ ଭବିଷ୍ୟତକୁ ନେଇ ଏବେ ଚିନ୍ତା ବଢିଛି। ଅଗ୍ନିପଥ ଯୋଜନା…