ଆଜିର ଖବର ଆମେରିକା ନିକଟରୁ ୧୦୦ଟି ଟ୍ୟାଙ୍କ କିଣିବ ତାଇଓ୍ବାନ ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ତାଇଓ୍ବାନ ଆମେରିକା ନିକଟରୁ ୧୦୦ଟି ଟ୍ୟାଙ୍କ କିଣିବାକୁ ନିଷ୍ପତ୍ତି ନେଇଛି। ଗୁରୁବାର ତାଇଓ୍ବାନ ପ୍ରତିରକ୍ଷା ବିଭାଗ…