ଜାତୀୟ ଖବର ଚାଷୀଙ୍କ ପାଇଁ କ୍ରଣ୍ଟାକ୍ଟ ଫାର୍ମିଂ କେତେ ଲାଭଦାୟକ?: ଦାମଠାରୁ ଚୁକ୍ତିର ସର୍ତ୍ତ ଯାଏଁ ଜାଣନ୍ତୁ ସବୁକିଛି ଭୁବନେଶ୍ଵର: ଚାଷୀଙ୍କ ପାଇଁ ଚାଷ କେବଳ ମାଟିରେ ବିହନ ବୁଣିବା ନୁହେଁ। ଏହା ସହ ଜଡ଼ିତ ଥାଏ ଆଶା, ପରିଶ୍ରମ ଓ ପରିବାରର ଭବିଷ୍ୟତ। କିନ୍ତୁ ଖେତରେ…