ବିଶେଷ ଖବର କୌଣସି ମନ୍ତ୍ରାଳୟକୁ ପର୍ଯ୍ୟାପ୍ତ ଅର୍ଥ ମିଳୁନି, ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଫେରସ୍ତ କରିଛି କୃଷି ବିଭାଗ ନୂଆଦିଲ୍ଲୀ: ଆପଣଙ୍କ ପରିବାର ପାଖରେ ହେଉ କିମ୍ବା ଭାରତ ସରକାରଙ୍କ ପାଖରେ, ସବୁଆଡ଼େ ଟଙ୍କା ଅଭାବ ରହିଛି। ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ମଧ୍ୟ ପ୍ରତିବର୍ଷ ବଜେଟରୁ…