ଆଜିର ଖବର ୟୁଏଇରେ ମଧ୍ୟ ବିକ୍ରି ହେବ ରିଲାଏନ୍ସର କାମ୍ପା: ଏଗଥିଆ ଗ୍ରୁପ୍ ସହିତ ସହଭାଗିତା ଦୁବାଇ, ୟୁଏଇ / ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ୟୁଏଇରେ କାମ୍ପା ବ୍ରାଣ୍ଡ ଶୁଭାରମ୍ଭ କରିଛି। ବିଶ୍ୱର ସର୍ବବୃହତ ଖାଦ୍ୟ ଏବଂ ପାନୀୟ ସୋର୍ସିଂ…