ଜାତୀୟ ଖବର ଅହମ୍ମଦ ପଟେଲଙ୍କ ଆସନରେ କେଜ୍ରିୱାଲ କାହିଁକି ବଡ଼ ଦାବି କରୁଛନ୍ତି?: ୩୫ ବର୍ଷ ଧରି ଜିତି ପାରିନାହିଁ କଂଗ୍ରେସ ନୂଆଦିଲ୍ଲୀ: କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ଏକାଠି ଲଢ଼ୁଥିବାବେଳେ ରାଜ୍ୟର ଭରୁଚ ଲୋକସଭା ଆସନକୁ ନେଇ ରାଜନୀତି ସରଗରମ ହୋଇଛି। ଆମ୍ ଆଦମୀ ପାର୍ଟି…