ଆଜିର ଖବର ବିମାନ ଦୁର୍ଘଟଣା ଜାଣିଶୁଣି କରାଯାଇଥିଲା କି?: ଷଡ଼ଯନ୍ତ୍ରର ଖବର ଉପରେ ପାଇଲଟ୍ ସଂଘ କ୍ଷୁବ୍ଧ ନୂଆଦିଲ୍ଲୀ: AI 171 ବିମାନ ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ସାର୍ବଜନୀନ ହେବା ପରେ, ‘ପାଇଲଟ୍ ଆତ୍ମହତ୍ୟା’ର କଳ୍ପନାଜଳ୍ପନା ତୀବ୍ର ହୋଇଛି। ଇଣ୍ଡିଆ କମର୍ସିଆଲ୍ ପାଇଲଟ୍ସ ଆସୋସିଏସନ୍ (ICPA)…