ଆଜିର ଖବର ଏଆଇଡିଏମ୍କେର ବରିଷ୍ଠ ନେତା ଆର୍ କନଗରାଜ୍ଙ୍କର ହୃଦଘାତରେ ମୃତ୍ୟୁ ତାମିଲନାଡୁ ବିଧାନସଭାର ସଦସ୍ୟ ତଥା ଏଆଇଡିଏମ୍କେର ବରିଷ୍ଠ ନେତା ଆର୍ .କନଗରାଜ୍ଙ୍କର ହୃଦଘାତରେ ଆଜି ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।…