ଆଜିର ଖବର ସଂସଦ ଗୃହକୁ ଶବାଧାର ସହିତ ତୁଳନା କଲା ଆରଜେଡ଼ି: କଡା ସମାଲୋଚନା କଲେ ଅସଦୁଦ୍ଦିନ ଓୱାଇସି ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ନୂତନ ଭବନକୁ ଉଦଘାଟନ କରିଛନ୍ତି। କଂଗ୍ରେସ ସମେତ ଦେଶର ୨୦ ବିରୋଧୀ ଦଳ ନୂତନ ସଂସଦର ଉଦଘାଟନୀ ଉତ୍ସବକୁ…