ଆଜିର ଖବର ଜାନୁୟାରୀ 20ରୁ ଭୁବନେଶ୍ବର-ସୁରଟ ବିମାନ ସେବା ସମୀକ୍ଷା ବ୍ୟୁରୋ,23/11: ଆସନ୍ତା ଜାନୁୟାରୀ 20 ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ କରିବ । ଏୟାର ଇଣ୍ଡିଆ ଏହି ବିମାନ ସେବା ଯୋଗାଇବ ବୋଲି ଜଣାପଡିଛି…