ଆଜିର ଖବର ଏୟାରଟେଲ ବ୍ୟାଙ୍କରୁ ଇସ୍ତଫା ଦେଲେ ସୁନୀଲ ମିତ୍ତଲ: ଏବେ କିଏ ଦାୟିତ୍ୱ ନେବେ? ନୂଆଦିଲ୍ଲୀ: ଏୟାରଟେଲ ପେମେଣ୍ଟସ୍ ବ୍ୟାଙ୍କରେ ଏକ ବଡ଼ ପରିବର୍ତ୍ତନ ହେଉଛି। ବର୍ଷ ବର୍ଷ ଧରି ଏହାର ଅଧ୍ୟକ୍ଷ ଥିବା ସୁନୀଲ ଭାରତୀ ମିତ୍ତଲ ଆଉ ବ୍ୟାଙ୍କର ଅଂଶ…