ଆଜିର ଖବର କରୋନା ପ୍ରଭାବିତ ପରିବାରର ଶିକ୍ଷାଖର୍ଚ୍ଚ ବହନ କରନ୍ତୁ ସରକାର : ଏଆଇଏସଏଫ୍ ଭୁବନେଶ୍ବର : କରୋନା ପ୍ରଭାବରେ ଦେଶବ୍ୟାପୀ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହା ଦ୍ବାରା ପ୍ରଭାବିତ ଲୋକଙ୍କ ଶିକ୍ଷା ଖର୍ଚ୍ଚ ସରକାର ଭରଣା କରିବା ପାଇଁ ଏଆଇଏସଏଫ୍…