ଆଜିର ଖବର ଭାରତର କେଉଁ ରାଜ୍ୟରେ ସର୍ବାଧିକ ସଂଖ୍ୟକ କଲେଜ ଅଛି, ଓଡ଼ିଶାର କେତେ? ନୂଆଦିଲ୍ଲୀ: ସରକାରଙ୍କ ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ବେକ୍ଷଣ (ଏଆଇଏସଏଚଇ) ସର୍ଭେ ଅନୁଯାୟୀ, ସମଗ୍ର ଭାରତରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସଂଖ୍ୟା ମୋଟ ୪,୩୨,୬୮,୧୮୧ ହେବ ବୋଲି ଆକଳନ କରାଯାଇଛି। ୨୫ ତାରିଖ…