ଆଜିର ଖବର ଚୁଡାନ୍ତ ହେଲା ଝାଡଖଣ୍ଡରେ ଏନଡିଏ ର ଆସନ ବଣ୍ଟନ ବୁଝାମଣା: ଜାଣନ୍ତୁ କାହାକୁ ମିଳିଲା କେତୋଟି ସିଟ୍ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଝାଡ଼ଖଣ୍ଡରେ ଭାରତୀୟ ଜନତା ପାର୍ଟି ଏବଂ ଅଲ ଝାଡଖଣ୍ଡ ଛାତ୍ର ସଂଘ (ଏଜେଏସୟୁ) ମଧ୍ୟରେ ଆସନ ବୁଝାମଣା ଚୁଡାନ୍ତ ହୋଇଛି। ରାଜ୍ୟରେ…