ଆଜିର ଖବର ପୁତୁରାର ଶ୍ୱଶୁରଙ୍କୁ ବିଏସପିରୁ ବହିଷ୍କାର କଲେ ମାୟାବତୀ: ଆଣିଲେ ଏହି ଅଭିଯୋଗ ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟିରେ ଏକ ବଡ ବିବାଦ ଦେଖାଦେଇଛି। ନିଜ ପୁତୁରା ତଥା ଦଳର ରାଷ୍ଟ୍ରୀୟ ସଂଯୋଜକ ଆକାଶ ଆନନ୍ଦଙ୍କ ଶ୍ୱଶୁରଙ୍କୁ ଦଳରୁ ବିହିଷ୍କାର କରିବା…