ଆଜିର ଖବର ବିରାଟ-ଅନୁଷ୍କାଙ୍କ ନବଜାତ ଶିଶୁ ପୁତ୍ରର ନାମ ‘ଅକାୟ’: ଜାଣନ୍ତୁ ଏହାର ଅର୍ଥ ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି। ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ବିରାଟ କୋହଲି…