ଆଜିର ଖବର ’ପୃଥ୍ବୀରାଜ’ର ଶୁଟିଂ ଆରମ୍ଭ କଲେ ମାନୁଷୀ ଛିଲ୍ଲାର୍ ମୁମ୍ବାଇ: 2017ର ମିସ୍ ଓ୍ବାଲ୍ଡ ତଥା ଭାରତୀୟ ଲଳନା ମାନୁଷୀ ଛିଲ୍ଲାର୍ ‘ପୃଥ୍ବୀରାଜ’ ଜରିଆରେ ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ମାନୁଷୀଙ୍କ ସହ ଏହି ଫିଲ୍ମରେ…