ଜାତୀୟ ଖବର ‘ନିଷ୍ପତ୍ତିକୁ ମୁସଲମାନ ସମ୍ମାନ କରିଛନ୍ତି’: ସୋନିଆଙ୍କ ବାବରୀ ବୟାନ ଉପରେ ଇକ୍ବାଲ ଅନ୍ସାରୀଙ୍କ ବଡ଼ ପ୍ରତିକ୍ରିୟା ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ବାବରୀ ମସଜିଦ୍ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହା ଉପରେ ଅଯୋଧ୍ୟା ବାବରୀ ମସଜିଦ୍ ମାମଲାର ପୂର୍ବତନ ପକ୍ଷକାର ଇକ୍ବାଲ…