ଆଜିର ଖବର ବିହାରରେ ମେଣ୍ଟ କରିବେ କି ଅସଦୁଦ୍ଦିନ ଓୱେସି ଙ୍କ ଦଳ?: ଚିଠିର ଉତ୍ତର ଦେଲା ଆରଜେଡି ନୂଆଦିଲ୍ଲୀ: ଏଆଇଏମଆଇଏମର ବିହାର ରାଜ୍ୟ ସଭାପତି ଅଖତରୁଲ ଇମାନ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଏଆଇଏମଆଇଏମକୁ ମହାଗଠବନ୍ଧନରେ ସାମିଲ କରିବା…