ଆଜିର ଖବର ପଓ୍ବନ୍ ଗୁପ୍ତାର ପିତାଙ୍କ ଯାଚିକା ଖାରଜ କଲେ ସେସନ୍ସ କୋର୍ଟ ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଫାଶୀ ପାଇବାର ଦିନ ପାଖେଇ ଆସୁଥିବା ବେଳେ ଏହାକୁ ବିଳମ୍ବ କରିବା ପାଇଁ ବିଭିନ୍ନ ମହଲରୁ ଚେଷ୍ଟା କରାଯାଉଛି…