ଆଜିର ଖବର ମୁମ୍ବାଇ ଇଣ୍ଡିଆନ୍ସରେ ଏହି ଘାତକ ବୋଲର ହେଲେ ସାମିଲ, ଜାଣନ୍ତୁ ଗଜନଫରଙ୍କ ସ୍ଥାନରେ କିଏ ପାଇଲେ ସୁଯୋଗ? ନୂଆଦିଲ୍ଲୀ: ଆଇପିଏଲ୍- ୨୦୨୫ ସଂସ୍କରଣ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ବାସ୍ତବରେ ଆଫଗାନିସ୍ତାନର ଅଫ-ସ୍ପିନର ଆଲ୍ଲା ଗଜନଫର ପୁରା ସଂସ୍କରଣରୁ…