ଜାତୀୟ ଖବର ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଇସ୍ତଫା ଦେଇ ୨ ଉପମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେବେ ନୀତିଶ କୁମାର ନୂଆଦିଲ୍ଲୀ: ବିହାରରେ ନୀତୀଶ-ଲାଲୁ ମେଣ୍ଟ ଭାଙ୍ଗିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ ରବିବାର ପୂର୍ବାହ୍ନ ୧୦ଟାରେ ରାଜ୍ୟପାଳଙ୍କୁ ଇସ୍ତଫା ଦେବେ। ସେମାନେ ନୂଆ ସରକାର ଗଠନ ପାଇଁ…