ରାଜ୍ୟ ଖବର ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା: ପ୍ରତ୍ରିକ୍ରିୟା ପ୍ରକାଶ କଲେ ସମସ୍ତ ରାଜନୈତିକ ଦଳ ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ମେଣ୍ଟ ରାଜନୀତି ପୁରୁଣା ନୁହେଁ, ପୂର୍ବରୁ ବିଜେଡ଼ି-ବିଜେପି ମେଣ୍ଟ ସରକାର ଥିଲା, ମାତ୍ର ବିଜେଡ଼ି ବହୁ ବର୍ଷ ଧରି ସମଦୂରତା ରଖି ଆସିଥିଲା।…