ଆଜିର ଖବର ସର୍ବଦଳୀୟ ବୈଠକରେ ୱାକଆଉଟ୍ କରି ପୁଣି ଯୋଗ ଦେଲେ ବିରୋଧୀ: ଉଠାଇଲେ ଏହି ପ୍ରସଙ୍ଗ ନୂଆଦିଲ୍ଲୀ: ସଂସଦ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ବିଦ୍ରୋହୀ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ବିବାଦ ସୃଷ୍ଟି ହୋଇଛି।…