ଆଜିର ଖବର ପାକିସ୍ତାନ ଏବଂ ଚୀନକୁ ଝଟକା ଦେଇ ଭାରତରେ ୨୫୦୦ କୋଟି ନିବେଶ କରିବ ଏହି ଆମେରିକୀୟ କମ୍ପାନୀ ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ଗୁରୁବାର ଦିନ ଏହି ବର୍ଷ ଭାରତରେ ୨୫୦୦ କୋଟିରୁ ଅଧିକ ନିବେଶ ଘୋଷଣା କରିଛି। କମ୍ପାନୀ ଦେଶରେ ଏହାର ନେଟୱାର୍କ ବିସ୍ତାର…