ଜାତୀୟ ଖବର ଶେଷ ଦିନରେ ଭାରତକୁ ବଡ ଉପହାର ଦେଲେ ବାଇଡେନ ସରକାର!: ଚୀନ ପ୍ରତି ହେଲେ କଠୋର ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳର ଶେଷ ଦିନରେ ତାଙ୍କ ସରକାର ଭାରତକୁ ଦୁଇଟି ବଡ ଉପହାର ଦେଇଛନ୍ତି। ଏହି ଉପହାରଗୁଡ଼ିକ ଭାରତ-ଆମେରିକା ସମ୍ପର୍କକୁ ଆହୁରି…