ଆଜିର ଖବର ଟଳିଲା ବଡ଼ ଦୁର୍ଘଟଣା: ଉଡ଼ାଣ ଭରିବା ମାତ୍ରେ ବିମାନର ଲ୍ୟାଣ୍ଡିଂ ଗିଅରରେ ଲାଗିଲା ନିଆଁ ନୂଆଦିଲ୍ଲୀ: ଶନିବାର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ଭରିବା ସମୟରେ ଆମେରିକୀୟ ଏୟାରଲାଇନ୍ସର ବିମାନ ଏଏ୩୦୨୩ ରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ବୋଇଂ ୭୩୭ ମ୍ୟାକ୍ସ ମଡେଲ…