ଜାତୀୟ ଖବର କମଲା ହାରିସଙ୍କୁ ‘କଲ୍ ଗର୍ଲ’ କହିବାରୁ ରାଗିଲେ କଙ୍ଗନା ରଣାୱତ: ଦେଲେ ଏଭଳି ଜବାବ ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ତାଙ୍କ ବକ୍ତବ୍ୟ ପାଇଁ ଖବରରେ ରହିଥାନ୍ତି। ବର୍ତ୍ତମାନ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସମର୍ଥନରେ ଅଭିନେତ୍ରୀ…