ଆଜିର ଖବର ୧୦ ବର୍ଷ ମଧ୍ୟରେ ସବୁଠାରୁ ବଡ ଅପରେସନ୍, ଚଳିତ ବର୍ଷ କେବଳ ବସ୍ତରରେ ୭୯ ନକ୍ସଲ ନିହତ ନୂଆଦିଲ୍ଲୀ: ଛତିଶଗଡରେ ନକ୍ସଲମାନଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନରେ ମଙ୍ଗଳବାର ଦିନ ସୁରକ୍ଷା ବାହିନୀ ସବୁଠୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କାଙ୍କେର ଅଞ୍ଚଳରେ ହୋଇଥିବା ଏକ…