Categories
ଆଜିର ଖବର ମନୋରଂଜନ ସିନେମା

ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ କରୋନା

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ କରୋନା । ମେଗାଷ୍ଟାର୍‌ ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ସେ କରୋନା ସଂକ୍ରମିତ ହୋଇଥିବା ନେଇ 77 ବର୍ଷୀୟ ଅମିତାଭ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ସେ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଅମିତାଭଙ୍କ ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଥିବାବେଳେ ସେମାନଙ୍କ ରିପୋର୍ଟ ଆସିନାହିଁ ।

ଗତ 10 ଦିନ ଭିତରେ ଅମିତାଭ ବଚ୍ଚନଙ୍କ ସଂସ୍ପର୍ଶରେ ଯେ କେହି ବି ଆସିଛନ୍ତି, ସେ ସମସ୍ତେ କରୋନା ପରୀକ୍ଷା କରିବାକୁ ଅମିତାଭ ବଚ୍ଚନ ଟୁଇଟ୍‌ ଯୋଗେ ଅନୁରୋଧ କରିଛନ୍ତି ।

Categories
ଫଟୋ ଖବର

ମୁମ୍ବାଇ-ଆସିଶ କାଉଲଙ୍କ ଲିଖିତ ପୁସ୍ତକକୁ ଲୋକାର୍ପଣ କରୁଛନ୍ତି ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ

Mumbai: Actor Amitabh Bachchan unveils “Didda – The Warrior Queen of Kashmir” by Ashish Kaul in Mumbai on Jan 12, 2020. (Photo: IANS)