ସଂସ୍କୃତି ସ୍ନାନ ପୂର୍ଣ୍ଣମୀ ପରେ ଅଣସର, ଅନବସର ଓ ପଟି ଦିଅଁ ; କେତୋଟି ମରମ କଥା କେଦାର ମିଶ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା । ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ।…