ଆଜିର ଖବର ଆତଙ୍କବାଦୀଙ୍କ ଗୁଳିରେ ଟଳିପଡିଲେ ସରପଞ୍ଚ ଶ୍ରୀନଗର: ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ସ୍ଥାନୀୟ ସରପଞ୍ଚଙ୍କ ଉପରକୁ ଗୁଳି ଚଳାଇଥିବା ଘଟଣା ସାମ୍ନାକୁ ଆସିଛି। ଅନନ୍ତନାଗର ଲୋକବୋନ୍ ହାଲ୍କାର ସରପଞ୍ଚ ଅଜୟ ପଣ୍ଡିତଙ୍କ…