ଆଜିର ଖବର ବିଦେଶରେ ଚାକିରି ନାଁରେ ଠକେଇର ଶିକାର ହେଲେ ଚିଲିକାର ୭୦ ଶ୍ରମିକ: ଆନ୍ଧ୍ରା ପୋଲିସରେ କଲେ ଅଭିଯୋଗ ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳର ପ୍ରାୟ ୭୦ଜଣ ଶ୍ରମିକ ଠକେଇର ଶିକାର ହୋଇଥିବା ଖବର ହସ୍ତଗତ ହୋଇଛି। ଖବରରୁ ଜଣାପଡିଛି…