ମତାମତ ସାରା ଦେଶରେ ମମତା ବାନାର୍ଜୀଙ୍କ ବିରୋଧରେ ଘୃଣା ଏବଂ ବିରୋଧର ସ୍ଵର ସୃଷ୍ଟି କରୁଛି କିଏ ଓ କାହିଁକି? କେଦାର ମିଶ୍ର ହଠାତ ସାରାଦେଶକୁ ଜଣେ ଖଳନାୟିକା ମିଳିଯାଇଛନ୍ତି। ସାହିତ୍ୟରେ ଗୋଟେ ଅଘୋଷିତ ନିୟମ ରହିଛି। ଯଦି ଆପଣ ଜଣେ ମହାନାୟକକୁ ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ…