ଆଜିର ଖବର ବର୍ଡର-ଗାଭାସ୍କର ଟ୍ରଫି ମଧ୍ୟରେ ଅବସର ନେଲେ ଏହି ଖେଳାଳି, ୩୧ ବର୍ଷ ବୟସରେ କ୍ରିକେଟକୁ ଦେଲେ ବିଦାୟ ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଉଛି। ଏହି ସମୟରେ ଉତ୍ତରପ୍ରଦେଶରେ ଖେଳୁଥିବା ୩୧ ବର୍ଷୀୟ ଭାରତୀୟ ଦ୍ରୁତ ବୋଲର ଅଙ୍କିତ ରାଜପୁତ…