ଆଜିର ଖବର ଆଣ୍ଟିଟ୍ୟାଙ୍କ ମିଶାଇଲ ସ୍ପାଇକ୍ ଏଲ୍ ଆରର ସଫଳ ପରୀକ୍ଷଣ ଭୋପାଳ,28/11: ଭାରତୀୟ ସେନା ପକ୍ଷରୁ ଏକ ଆଣ୍ଟିଟ୍ୟାଙ୍କ ମିଶାଇଲ୍ର ସଫଳ ପରୀକ୍ଷଣ କରାଯାଇଛି । ଦୂରଗାମୀ ରେଞ୍ଜର ଏହି ଆଣ୍ଟିଟ୍ୟାଙ୍କ ମିଶାଇଲ୍ର ପରୀକ୍ଷଣ ମଧ୍ୟପ୍ରଦେଶର ମୋହରେ ହୋଇଥିଲା…