ଆଜିର ଖବର ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା ମୁମ୍ବାଇ,25/11: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍ ‘ଥାଲାଇଭି’ରେ ଚମତ୍କାର ପ୍ରଦର୍ଶନ ପରେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି କଙ୍ଗନା ରଣାଓ୍ବତ । ନିଜର ପ୍ରଯୋଜନା ସଂସ୍ଥା…