ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ରବିବାର ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ମୁମ୍ବାଇ ରାଜଭବନରେ ଅନୁଷ୍ଠିତ ଏହି ସମ୍ପ୍ରସାରଣରେ ୧୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।…
appoints
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟକ୍ତିଗତ ସଚିବ ଭାବରେ ଆଇଏଏସ୍ ସଙ୍କେତ କୁମାର ନିଯୁକ୍ତି ପାଇଛନ୍ତି। ସଙ୍କେତ କୁମାରଙ୍କ ନିଯୁକ୍ତିକୁ ବିଭାଗୀୟ ଅଧିକାରୀ ମଞ୍ଜୁରୀ ଦେଇଛନ୍ତି।…
ଆସନ୍ତା ପାଞ୍ଚ ବର୍ଷ ନିମନ୍ତେ ପୁନର୍ବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ପାଇଛନ୍ତି ଅଜିତ୍ ଡୋଭାଲ। ଏହି ପଦବୀ ସହିତ ଡୋଭାଲ୍ଙ୍କୁ ଆସନ୍ତା ୫ ବର୍ଷ…
ସୁପ୍ରିମ୍କୋର୍ଟଙ୍କ ଦ୍ବାରା ନିଯୁକ୍ତ ଚାରିଜଣ ବିଚାରପତିଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରୀ ଦେଇଛନ୍ତି। ଏହି ଚାରିଜଣ ବିଚାରକମାନେ ହେଲେ ବମ୍ବେ ହାଇକୋର୍ଟର ଜଷ୍ଟିସ୍ ବିଆର ଗବଇ,…
ପ୍ରଥମ ମହିଳା ଅମ୍ପାୟାର ଭାବରେ ଇତିହାସ ରଚିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆର କ୍ଲେରୀ ପୋଲୋସାକ୍। ପ୍ରଥମ ମହିଳା କ୍ରିକେଟର ଭାବରେ ପୁରୁଷ କ୍ରିକେଟ ମ୍ୟାଚ୍ରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି…
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଥିବା ଯୌନ ନିର୍ଯାତନା ମାମଲାର ବିଚାର କରିବା ପାଇଁ ଗଠନ ହୋଇଥିବା କମିଟିରେ ଏକ ପରିବର୍ତ୍ତନ କରାଯାଇଛି। ଏହି…
ବଲିଉଡ୍ ଅଭିନେତ୍ରୀ ମୟୁରୀ କାଙ୍ଗୋ ଗୁଗୁଲ୍ ଇଣ୍ଡିଆର ଏଜେନ୍ସି ମୁଖ୍ୟ ଭାବରେ ଯୋଗ ଦେଇଛନ୍ତି। ଗୁଗୁଲ୍ରେ ଯୋଗ ଦେବା ପୂର୍ବରୁ ଏହି ଅଭିନେତ୍ରୀ ଜଣକ ପର୍ଫରମିକ୍ସରେ ପରିଚାଳନା…
କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ବିଶ୍ବକପ୍ ଏବଂ ଆସେସ୍ ସିରିଜ୍ ନିମନ୍ତେ ଦୁଇ ବୋଲିଂ କୋଚ୍ ନିଯୁକ୍ତ କରାଯାଇଛି। ଆଡାମ୍ ଗ୍ରିଫିଥ୍ ଏବଂ ଟ୍ରୟ କୁଲିଙ୍କୁ ସହକାରୀ କୋଚ୍…