ଆଜିର ଖବର ପହଣ୍ଡି ବେଳେ ବଡଠାକୁର ପଡିଯିବା ଘଟଣା, ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅରବିନ୍ଦ ପାଢୀଙ୍କୁ ଦାୟିତ୍ବ ଭୁବନେଶ୍ବର: ଗୁଣ୍ଡିଚା ମନ୍ଦିରକୁ ବଡଠାକୁର ପହଣ୍ଡି ବିଜେ ବେଳେ ଚାରମାଳ ଉପରେ ପଡିଯିବା ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି। ଆଜି ସକାଳେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ…