ଆଜିର ଖବର ଡାଲି ଦରରେ ଲାଗୁନି ବ୍ରେକ୍: ଖାଉଟିଙ୍କ ପକେଟ୍କୁ ମହଙ୍ଗା ମାଡ଼ ନୂଆଦିଲ୍ଲୀ: ଡାଲି ଦର ବୃଦ୍ଧିରେ ଚିନ୍ତାରେ ସାଧାରଣ ଖାଉଟି। ଅରହର, ବିରି ଓ ଚଣା ଡାଲିର ଦାମ ବଢ଼ୁଥିବା ବେଳେ ସରକାରୀ ଭଣ୍ଡାରରେ ରହିଛି ପ୍ରାୟ ୩୮…