ଆଜିର ଖବର କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର, ଡାହାଣ ଗୋଡ଼ରେ ବାଜିଲା ଗୁଳି ହାଟଡିହି: କେନ୍ଦୁଝର ଜିଲ୍ଲାରେ ପୁଲିସକୁ ବଡ଼ ସଫଳତା। ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରିଛି ନନ୍ଦିପଦା ପୁଲିସ। ଛେନାପଦୀ ନିକଟ ଅସିଆ ଗାଁ ନିକଟରେ ଏହି…