ଆଜିର ଖବର ବିସିସିଆଇ ମେଗା ଯୋଜନା: ବଢିବ IPL ମ୍ୟାଚ୍ ସଂଖ୍ୟା, ଜାଣନ୍ତୁ କେଉଁ ଦଳ କେତେ ମ୍ୟାଚ୍ ଖେଳିବ ନୂଆଦିଲ୍ଲୀ: ଆଇପିଏଲ ଏବେ ବିଶ୍ୱର ସର୍ବବୃହତ ଲିଗ୍ ହେବାକୁ ଯାଉଛି। ୨୦୨୮ ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆହୁରି ବଡ଼ ସ୍ତରରେ ଖେଳାଯିବ। ଇଣ୍ଡିଆ ଟୁଡେ ରିପୋର୍ଟ…