ଆଜିର ଖବର କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରକୁ ଆକ୍ରମଣ ରାଜ୍ୟରେ ମତଦାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ତଥାପି ନିର୍ବାଚନୀ ହିଂସା ଥମିବାର ନାଁ ଧରୁ ନାହିଁ। ଚଳିତ ଥର ନିର୍ବାଚନରେ…