Categories
ଫଟୋ ଖବର

ବର୍ତ୍ତମାନର ବିପଦ ବେଳେ ରାଜ୍ୟର ଆଶା କର୍ମିମାନେ ଘରୁ ବାହାରି ଲୋକଙ୍କ ସେବାରେ ନିୟୋଜିତ

କଟକ, ବର୍ତ୍ତମାନ ଘରୁ କେହି ବାହାରି ପାରୁ ନ ଥିବା ବେଳେ କଟକର ଆଶା କର୍ମିମାନେ ସେମାନଙ୍କ ଦୈନିକ କାମ ବଜାଇ ରଖିଛନ୍ତି। ସେମାନେ ଘରକୁ ଘର ବୁଲି କରୋନା ଲୋକଙ୍କର ସ୍ବାସ୍ଥ୍ୟ ସଂପର୍କରେ ପଚାରି ବୁଝୁଛନ୍ତି।