ଆଜିର ଖବର ୧୫୦ ବେଗରେ ବୋଲିଂ କରୁଥିବା ଏହି ଦ୍ରୁତ ବୋଲର ଟିମ୍ ଇଣ୍ଡିଆରେ ସାମିଲ ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ ଟିମ୍ ଇଣ୍ଡିଆରେ ଏକ ପରିବର୍ତ୍ତନ କରାଯାଇଛି। ଦ୍ରୁତ ବୋଲର ଯୁଦ୍ଧବୀର ସିଂହ ଆଘାତ ଯୋଗୁଁ ସିରିଜରୁ ବାଦ ପଡ଼ିଛନ୍ତି…