ଆଜିର ଖବର ଲୋକପାଳ ପାଇଁ ବର୍ଷକରେ ଖର୍ଚ୍ଚ ୩.୮୫ କୋଟି, ହେଲେ ଶୁଣାଣି ହୋଇନାହିଁ ଗୋଟିଏ ବି ମାମଲା ନୂଆଦିଲ୍ଲୀ, ୧/୧୨ : ଭାରତ ସରକାରଙ୍କ ଦୁର୍ନୀତି ବିରୋଧୀ ସଂସ୍ଥା ଲୋକପାଳ ସ୍ଥାପନକୁ ବର୍ଷେ ପୁରିଲାଣି। ସଂସ୍ଥା ପକ୍ଷରୁ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲାର ବିଚାର କରାଯାଇନାହିଁ…