ଜାତୀୟ ଖବର ଡକ୍ଟର ମନମୋହନ ସିଂଙ୍କ ଓଡିଶା ସହ ରହିଛି ପାରିବାରିକ ସଂପର୍କ, ଓଡିଆ ପୁଅକୁ କରିଛନ୍ତି ଜ୍ବାଇଁ ଭୁବନେଶ୍ବର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ବ ବିଖ୍ୟାତ ଅର୍ଥନୀତିଜ୍ଞ ବିୟୋଗ ସାରା ଦେଶକୁ ସ୍ତବ୍ଧ କରିଦେଇଛି। କାରଣ ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଭାରତର ଅର୍ଥନୀତି ଯେଉଁ…